Jump to content

ଗୋପ୍ୟାନ

ଉଇକିଅଭିଧାନ‌ରୁ

ଗୋପ୍ୟାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଗୋପନ)

[ସମ୍ପାଦନା]

ଗୋପନ — Concealment; hiding.

[ଅଚ୍ୟୁତ] ପଥରେ ବାର ଦାସ ଯେଉଁ ଜନ, ପର ବା ଗୁରୁ ସେବିଲେ ହାପରେ ଗୋପ୍ୟାନ ପ୍ରାଚୀ ଶ୍ରୀ ଗୁରୁଭକ୍ତିଗୀତା

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଗୋପ୍ୟ)

[ସମ୍ପାଦନା]

ଗୁପ୍ତ; ଲୁକ୍କାୟିତ — Concealed; hidden; hiding.