ଗୋବ
ଦେଖଣା
ଗୋବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛତି ଥିବା କଣ୍ଟା —୧. Iron nail with a flat round head.
- ୨. ଯଷ୍ଟିର ଅଗଦ୍ୱାରା କରାଯିବା କୁଟା ପ୍ରହାର; କୁନ୍ଦା ମାଡ଼ — ୨. Ramming blow with the head or butt of a stick.
- ୩. ମୁଠା କରା ଯାଇଥିବା ହାତଦ୍ୱାରା ଗେଞ୍ଜା ମାଡ଼ — ୩. Poking blow with the fisted hand.
- ୪. ଢ଼ାଲ ଆଦି ଉପରେ ବା କବାଟରେ ମରାଯିବା ଗୋଲ୍ ଆବୁଆବୁଆ ଫୁଲୁକା ଚିହ୍ନ —୪. Knobs over shields, door-leaves etc.
- ୫. ଖୋବା —୫. Stout wooden pin.
- ୬. ସିଝୁ ବା କଦଳୀପୁଆ ଆଦିର ମୁଣ୍ଡିକୁ ଗରମ କରି ତାହା—ଦ୍ୱାରା ଦରଜ ହେବା ସ୍ଥାନରେ ବସାଯିବା ଦାଗ ବା ଛାପ —୬. Staming of painful limbs with the stumps of some trees.
- ୭. ବାଡ଼ି ବା ବନ୍ଧୁକର ମୂଳ ଅଂଶ —୭. The lower end or stock of a stick or gun.