Jump to content

ଗୋବରକାଳି, ଦେଇଛି ଢ଼ାଳି

ଉଇକିଅଭିଧାନ‌ରୁ

ଗୋବରକାଳି, ଦେଇଛି ଢ଼ାଳି

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - (ବାକ୍ୟ—ଓଡ଼ଶା ପାଲିଙ୍କି— ବେହେରାମାନଙ୍କର ଡ଼ାକ)

ବାଟରେ ଗୋବର ପଡ଼ିବାର ଦେଖିଲେ କିମ୍ୱା ଆକାଶକୁ କଳା ମେଘ ଆଚ୍ଛନ୍ନ କଲେ ଗଉଡ଼ମାନେ ଏ ପଦ ଡ଼ାକନ୍ତି —A term used by palki-bearers to indicate that the road is strewn with cow-dung or the sky is overclouded.