Jump to content

ଗୋବରଖାତ

ଉଇକିଅଭିଧାନ‌ରୁ

ଗୋବରଖାତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋବର+ ଖାତ)

[ସମ୍ପାଦନା]

ଗୁହାଳରୁ ପ୍ରତିଦିନ ପୋଛା ହେଉଥିବା ଗୋବରକୁ ଖତପାଇଁ ଜମାକରି ରଖିବା ନିମନ୍ତେ ଖୋଳାହେବା ଗର୍ତ୍ତ — A pit to preserve cowdung for manure.