ଗୋବରଗଦାରେ ପଦ୍ମ ଉକୁଟିବା (ନ୍ୟାୟ)
- ରୋ.ଟ୍ରା. — Gobara gadāre padma ukuṭibā (nyāya)
- ଆଇ.ପି.ଏ. — ɡˈobʌɾˌʌɡʌdˌaɾew pˈʌdmɔ ˈukuʈˌiba nˈædʒɔ
ଅସ୍ଥାନରେ ସୁନ୍ଦର ପଦାର୍ଥ ଦେଖାଯିବା ନ୍ୟାୟ —A saying used when a beautiful thing is seen in a nasty place.
[ଦ୍ରଷ୍ଟବ୍ୟ —ଏହାର ସମାନାର୍ଥକ ପ୍ରବଚନ—ବାଉରୀସାଇରେ ମାଣିକ ପଡ଼ିବା (ନ୍ୟାୟ)]