Jump to content

ଗୋବରପାଣି ମାରିବା

ଉଇକିଅଭିଧାନ‌ରୁ

ଗୋବରପାଣି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ସ୍ଥାନକୁ ପରିଶୁଦ୍ଧ କରିବା ପାଇଁ ସେଠାରେ ଗୋବର ପାଣି ଛିଞ୍ଚିବା

[ଉ— ନିଆମିନାନୀ, ଦିହରେ ମାରୁଛି ଗୋବର ପାଣି—ଢଗ]