ଗୋବରଲଣ୍ଡା
ଦେଖଣା
ଗୋବରଲଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋବରଲଣ୍ଡା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗୋମୟ ଓ ଲେଣ୍ଡ)
[ସମ୍ପାଦନା]ଗୋରୁଦ୍ୱାରା ଉତ୍ସୃଷ୍ଟ ହେବା ସମୟରେ ଏକାଥରକେ ଏକତ୍ର ସ୍ତୃପାକାରରେ ଜମା ହେବା ଗୋବର — A mass of cowdung left by a cow at one time; a ball of cowdung.