ଗୋବରା
ଦେଖଣା
ଗୋବରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୋବର ପରି ଫକ୍କା ବା କଳା ରଙ୍ଗ- ବିଶିଷ୍ଟ —୧. Of a light black colour.
- ୨. ଗୋବର ପରି ବିସ୍ୱାଦ —୨. Having a foul and bad taste like cowdung.
- ୩. ଗୋବର ମିଶ୍ରିତ (ମାଟି); ଖତରା — ୩. (soil) Mixed with cowdung.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋବରା ଚଢ଼େଇ (ଦେଖ) - ୧. Gobarā chaṟḍ̠ẖei (See)
- ୨. (ଅନାଦରାର୍ଥକ) ଗୋବର୍ଦ୍ଧନର ଡାକ ନାମ — ୨. Name for calling Gobarddhana.