ଗୋବରା ଚଢ଼େଇକୁ ପାଚିଲା କଦଳୀ ଦେଖାଇବା (ନ୍ୟାୟ)
ଦେଖଣା
ଗୋବରା ଚଢ଼େଇକୁ ପାଚିଲା କଦଳୀ ଦେଖାଇବା (ନ୍ୟାୟ)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ପ୍ରବଚନ
[ସମ୍ପାଦନା](ପୋଷା ଗୋବରା ଚଢ଼େଇ ଅନ୍ୟ ଗୋବରା ସଙ୍ଗେ ଯୁଦ୍ଧ କରିବାକୁ ରକ୍ଷକ ହସ୍ତରୁ ଉଡ଼ି ଯାଇ ଅନ୍ୟ ସ୍ଥାନରେ ବସିଥିଲେ, ତାକୁ ଟିକିଏ ପାଚିଲା କଦଳୀ ଦେଖାଇ ଦେଲେ ସେ ଉକ୍ତ କଦଳୀ ଖାଇବା ଲୋଭରେ ରକ୍ଷକ ପାଖକୁ ଉଡ଼ିଆସେ, ଏହି ଲକ୍ଷଣାରୁ କୌଣସି ବ୍ୟକ୍ତିକୁ ଲୋଭନୀୟ ବସ୍ତୁ ବା ଭବିଷ୍ୟତ୍ ଆଶା ଦ୍ୱାରା ପ୍ରଲୋଭିତ କରିବା —To lure or tempt a person by future hope.