ଗୋବରିଆ ଖଡ଼ା
ଏକପ୍ରକାର ଅସ୍ୱାଦୁ ଖଡ଼ା ଶାଗ — A kind of Amaranth (pot- herb); Amaranthus Lividius; Amaranthus Oleracius.
[ଦ୍ରଷ୍ଟବ୍ୟ —ଗୋବରମିଶା ମାଟିରେ ଭଲ ଖଡ଼ାଗଛ ଲଗାଇଲେ ତାହା ମଧ୍ୟ ଅସ୍ୱାଦିଆ ହୁଏ]