Jump to content

ଗୋବରୀ ନଈ

ଉଇକିଅଭିଧାନ‌ରୁ

ଗୋବରୀ ନଈ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଟକ ଜିଲ୍ଲାର ଗୋଟିଏ କ୍ଷୁଦ୍ର ନଦୀ; (କେନ୍ଦ୍ରାପଡ଼ା ଏହା ଉପରେ ଅବସ୍ଥିତ) — A small rivulet in the district of Cuttack flowing by Kendrāpaṟḍ̠ā.

[ଦ୍ରଷ୍ଟବ୍ୟ —ଏହି ନଦୀଟି କୌଣସି ପର୍ବତରୁ ବାହାରି ନାହିଁ]