ଗୋବର ପୋକ
ଦେଖଣା
ଗୋବର ପୋକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋବର ପୋକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାସୀ ଗୋବରରେ ଦେଖାଯିବା ଏକ ପ୍ରକାର କଳା ଓ କଠିନ ଆବରଣ ବିଶିଷ୍ଟ ବଡ଼ ପୋକ — ୧. A kind of black large beetle (with tough covering) found in heaps of cowdung; scarab or tumble-dung insect; tumble-bug.
- ୨. ଅଂଶାଇ; ଗୋରୁ ହଗିଥିବା ସ୍ଥାନରେ ଗୋବର କିଛିକ୍ଷଣ ପଡ଼ି ରହିଲେ ସେଥିରେ ଦେଖାଯିବା କୃମି —୨. Grub found on cowdung left exposed for some time.