Jump to content

ଗୋବର ଲଗାଇବା

ଉଇକିଅଭିଧାନ‌ରୁ

ଗୋବର ଲଗାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଅପରିଷ୍କୃତ ସ୍ଥାନକୁ ଗୋବର ଲଗାଇ ଲିପିବା —୧. To wash a place with cowdung.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଭୁଲଭଟକା ରଖିବା; ତନ୍ତରମାଧିଆ କରି କାର୍ଯ୍ୟ କରିବା —୨. To bungle; to do a work clumsily.
୩. ଗେବରେଇ କରି ଲେଖିବା —୩. To scrawl.
୪. ଏକାବେଳକେ ବିନଷ୍ଟ କରିବା — ୪. To destroy totally.