ଗୋବର ଲେସିବା
ଦେଖଣା
ଗୋବର ଲେସିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିବା —୧. To block up a chink by means of cowdung.
- ୨. ଗୋବର ଲଗାଇବା (ଦେଖ) - ୨. Gobara lagāiba (See)
- ୩. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟର ଅସ୍ଥାୟୀ ପ୍ରତିକାର କରିବା — ୩. To do a patchwork; to adopt a temporary measure.