ଗୋବାଏ
ଅତି ଅଳ୍ପ ପରିମିତ (ଭୂମି) — A very little (land).
(ଯଥା—ତାହାର ବାଡ଼ି ଅଗରେ ଗୋବାଏ ଜମି ନାହିଁ= ବାଡ଼ି ବା ଯଷ୍ଟିର ମୂଣ୍ଡରେ ଆବୂତ୍ତ ହେବା ଭଳି ଭୂମି ତାହାର ନାହିଁ)