ଗୋବିନ୍ଦଦ୍ୱାଦଶୀ
ପୁଷ୍ୟା ନକ୍ଷତ୍ରଯୁକ୍ତ ଫାଲ୍ଗୁନ ଶୁକ୍ଳ ଦ୍ୱାଦଶୀ — The twelve day of the bright fortnight of the month of Phālguna on which falls the ୮th asterism.
[ଦ୍ରଷ୍ଟବ୍ୟ —ଏହା ପ୍ରାୟ ବାର ବର୍ଷରେ ଥରେ ପଡ଼େ ଓ ଏଦିନ ତୀର୍ଥସ୍ନାନରେ ମହାପୁଣ୍ୟ ଲାଭ ହୁଏ]