ଗୋବିନ୍ଦ ରଥ
ଦେଖଣା
ଗୋବିନ୍ଦ ରଥ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବିଂଶ ଶତାବ୍ଦୀର ଜଣେ ଉତ୍କଳୀୟ ପ୍ରସିଦ୍ଧ ଲେଖକ — A famous Oṟḍ̠iā writer of the ୨୦th century.
[ଦ୍ରଷ୍ଟବ୍ୟ —ବାଙ୍କି ପାଟପୁର ଗ୍ରାମରେ ଏହାଙ୍କର ଜନ୍ମ ଏହାଙ୍କ ପିତାଙ୍କର ନାମ ବାଉରିବନ୍ଧୁ ରଥ ସାଧାରଣ ହିତକର କାର୍ଯ୍ୟରେ ରଥେ ଆଜୀବନ ଲାଗିଥିଲେ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ନିମନ୍ତେ ସେ କେତେଖଣ୍ଡି ପୁସ୍ତକ ଲେଖିଥିଲେ ତାଙ୍କର 'ଫିଉଚର୍ ସାହେବ' ବହିଖଣ୍ଡ ଓଡ଼ିଶାରେ ସର୍ବଜନ ପରିଚିତ ଜନ୍ମ ୧୮୫୧: ଓ ମୃତ୍ୱୁ ୧୯୧୮: ]