ଗୋବିବା
ଯଷ୍ଟିର ମୁଣ୍ଡିଦ୍ୱାରା କୁନ୍ଦି କରି ପ୍ରହାର କରିବା; କୋବିବା; କୁନ୍ଦିବା —To give poking blow with the butt-end of a stick.