Jump to content

ଗୋବୀଜ ଟିକା

ଉଇକିଅଭିଧାନ‌ରୁ

ଗୋବୀଜ ଟିକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]
୧. ବସନ୍ତ ରୋଗର ଆକ୍ରମଣରୁ ରକ୍ଷାପାଇବା ଉଦ୍ଦେଶ୍ୟରେ ମନୁଷ୍ୟଦେହରେ କ୍ଷତ କରି ସେହିକ୍ଷତ ମଧ୍ୟରେ ଗୋବୀଜକୁ ପ୍ରବିଷ୍ଟ କରାଇବାର ପ୍ରକ୍ରିୟା; ଇଂ ରାଜୀଟିକା — ୧. Vaccination.