Jump to content

ଗୋବ୍ରଜ

ଉଇକିଅଭିଧାନ‌ରୁ

ଗୋବ୍ରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ+ବ୍ରଜ ଧାତୁ=ବିଚରଣ କରିବା+ ଅଧିକରଣ. ଅ)

[ସମ୍ପାଦନା]
୧. ଗୋଗୋଷ୍ଠ —୧. Cattle-pen; cow-pen.
୨. ଗୋରୁପହ୍ଲ —୨. A herd of cattle.
୩. ଗୋଚର —୩. Pasture.
୪. ସ୍କନ୍ଦଙ୍କ ଅନୁଚର ବିଶେଷ — ୪. Name of an attendant of Skanda (M.W.).
୫. ଦାନବବିଶେଷ — ୫. Name of a demon (M.W.)