Jump to content

ଗୋବ୍ରତ

ଉଇକିଅଭିଧାନ‌ରୁ

ଗୋବ୍ରତ

ଉଚ୍ଚାରଣ

[ସମ୍ପାଦନା]
(ଗୋବ୍ରତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଗୋ ପରି ଅଳ୍ପାହାର କରିବା ବ୍ରତ ଯାହାର)

[ସମ୍ପାଦନା]

ଖାଦ୍ୟ ବିଷୟରେ ସଂଯମୀ — Observing frugality in meals.