ଗୋବ୍ରାହ୍ମଣ
=== ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ଗୋ+ବ୍ରହ୍ମଣ)
ଗୋରୁ ଓ ବ୍ରାହ୍ମଣ (ହିନ୍ଦୁଶାସ୍ତ୍ର ଅନୁସାରେ ଅବଧ୍ୟ ଓ ପୂଜ୍ୟ ଦୁଇ ଜୀବ — Cow and Brāhmaṇa (which are not to be killed by a Hindu).