Jump to content

ଗୋବ ବସିବା

ଉଇକିଅଭିଧାନ‌ରୁ

ଗୋବ ବସିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଢ଼ାଲ ବା କବାଟରେ ଛତିବାଲା କଣ୍ଟା ମରାହେବା —୧. The putting of knobs on shields and door-plates.
୨. ଦରଜ ସ୍ଥାନରେ ସିଝୁଡ଼ାଳ, କଦଳୀପୁଆ, ଶିଳପୁଆ ଆଦିକୁ ଉଷୁମକରି ଛାପ ବସାଇବା —୨. Stamping of a painful limb with stumps of some trees.