Jump to content

ଗୋବ ରଗଣେଶ

ଉଇକିଅଭିଧାନ‌ରୁ

ଗୋବ ରଗଣେଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]

(ଗୋବରରେ ନିର୍ମିତ ଗଣେଶ— ମୂର୍ତ୍ତି ଭଳି) ସ୍ଥୂଳକାୟ ଅଥଚ ଅଚଳ ଓ ଅକର୍ମଣ୍ୟ ବ୍ୟକ୍ତି —A fat but worthless person.

[ଦ୍ରଷ୍ଟବ୍ୟ —ଗଣେଶଚତୁର୍ଥୀରେ ପୂଜିତ ହେବା ପାଇଁ ଅଭିପ୍ରେତ ଗଣେଶବିଗ୍ରହ ଗୋବରମିଶ୍ରିତ ମାଟିରେ ନିର୍ମିତ ହେଉଥିବାରୁ ଏହି ଲକ୍ଷଣାର୍ଥ]