Jump to content

ଗୋମକ୍ଷିକା

ଉଇକିଅଭିଧାନ‌ରୁ

ଗୋମକ୍ଷିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗୋମାନଙ୍କୁ ଦଂଶନ କରୁଥିବା ମକ୍ଷିକା)

[ସମ୍ପାଦନା]
୧. ଡାଉଁଶ; ଦଂଶ —୧. Gadfly.
୨. ଗୋରୁଙ୍କ ଦେହରେ ଲାଗିବା ମାଛି — ୨. Fleas attacking or infesting cattle.