Jump to content

ଗୋମଣ୍ଡଳ

ଉଇକିଅଭିଧାନ‌ରୁ

ଗୋମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ମଣ୍ଡଳ)

[ସମ୍ପାଦନା]
୧. ଗୋବୃନ୍ଦ (ଦେଖ) - ୧. Gobṛunda (See)
୨. ପୃଥିବୀମଣ୍ଡଳ; ଭୂମଣ୍ଡଳ —୨. The globe.
୩. କିରଣ ସମୂହ —୩. Rays of light.