ଗୋମତ
(ସଂସ୍କୃତ - ଗୋମତ୍, ଗୋମାନ୍) ଗୋବର୍ଦ୍ଧନ ଗିରି —The mountain Gobarddhana.
କଲେ ଅତି ଖର୍ବ ଦେବରାଜ ଗର୍ବ ଗୋମତ ଗିରି ଧାରଣରେ ଦୀନକୃଷ୍ଣ. ରସକଲ୍ଲୋଳ