Jump to content

ଗୋମତୀ

ଉଇକିଅଭିଧାନ‌ରୁ

ଗୋମତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୋମତ+ସ୍ତ୍ରୀ. ଈ)

[ସମ୍ପାଦନା]

ଗୋମାନ୍ର ସ୍ତ୍ରୀ ଲିଙ୍ଗ — Feminine of Gomān.

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଅଯୋଧ୍ୟାରେ ପ୍ରବାହିତ ହିନ୍ଦୁମାନଙ୍କ ତୀର୍ଥ— ନଦୀବିଶେଷ —୧. Name of ariver, flowing in the Province of Oudh and considered sacred by the Hindus.

[ଦ୍ରଷ୍ଟବ୍ୟ —ଏଥିରେ ସ୍ମାନ କଲେ ପୁଣ୍ୟ ହୁଏ; କିନ୍ତୁ ଏହା ତୀରରେ ମୃତ୍ୱୁ ହେଲେ ନରକଗାମୀ ହୁଏ ବୋଲି ପୁରାଣରେ ଅଛି ଏହା ଗଙ୍ଗାନଦୀର ଉପନଦୀ ଲକ୍ଷ୍ନୌ ଓ ଫାଜାବାଦ ଏହି ନଦୀ- କୂଳରେ ଅବସ୍ଥିତ]

୨. ଗୋରୋଚନା —୨. Yellow pigment got from the head or bile of a cow.