Jump to content

ଗୋମନ୍ତ

ଉଇକିଅଭିଧାନ‌ରୁ

ଗୋମନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ) (ଗୋ=ପୃଥିବୀ+ମନ୍ ଧାତୁ=ବୁଝିବା+ ତ)

[ସମ୍ପାଦନା]
୧. ପଶ୍ଚିମଘାଟ ନିକଟସ୍ଥ ବିନ୍ଧ୍ୟପର୍ବତର ପ୍ରତ୍ୟନ୍ତଦେଶସ୍ଥ ପ୍ରସିଦ୍ଧ ନିକଟସ୍ଥ ବିନ୍ଧ୍ୟପର୍ବତର ପ୍ରତ୍ୟନ୍ତଦେଶସ୍ଥ ପ୍ରସିଦ୍ଧ ପୌରାଣିକ ପର୍ବତ (ଏହିଠାରେ ଶ୍ରୀକୃଷ୍ଣ ଓ ଜରାସନ୍ଧଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା) — A mountain in the western Ghats (said to be the fild of battle between Ṡrīkṛushṇa and Jarāsandha).

ସବୁବେଳେ ସନ୍ନଦ୍ଧ ହୋଇ ଆମ୍ଭେମାନେ ଥାଉଁଗିରି ଗୋମନ୍ତ ତଳେ ଅବିଚ୍ଛିନ୍ନେ କୃଷ୍ଣସିଂହ. ମହାଭାରତ. ସଭା

୨. ଗୋସମୂହ —୨. A herd of cows.
୩. ଯାହାର ଗୋରୁ ଅଛି; ଗୋସ୍ୱାମୀ — ୩. An owner of cattle (M.W.)
୪. ଗୋ—ସ୍ୱାମୀଙ୍କ ଦଳ — ୪. A multitude of cattle-owners (M.W.).