ଗୋମାତା
ଦେଖଣା
ଗୋମାତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (୬ଷ୍ଠୀ ତତ୍; ଗୋ+ମାତା) ସୁରଭି ଧେନୁ — ୧. The mythical cow Surabhi.
- ୨. (ରୂପକ) ଜୀବଗଣର ମାତୃରୂପିଣୀ ଗାରୀ ଜାତି — ୨. The cow (considered as the mother of the animal world).
- ୩. (ନାମ) କଶ୍ୟପ ମୁନିଙ୍କର ପତ୍ନୀବିଶେଷ — ୩. One of the wives of sage Kaṡyapa.