ଗୋମାନ୍
ଦେଖଣା
ଗୋମାନ୍
ଉଚ୍ଚାରଣ
[ସମ୍ପାଦନା](ଗୋମତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଗୋ+ଅସ୍ତ୍ୟର୍ଥେ. ମତ; ୧ମା. ୧ବ.)
[ସମ୍ପାଦନା]- ୧. ଯାହାର ଅନେକ ଗାଈ ଅଛନ୍ତି — ୧. Owning or possessing many cows.
- ୨. ଭୂସମ୍ପତ୍ତିଶାଳୀ —୨. Owning landed property.
- ୩. ଚକ୍ଷୁଷ୍ମାନ୍ —୩. Having eyes.
- ୪. ଜ୍ୟୋତିଷ୍ମାନ; କିରଣଶାଳୀ — ୪. Having rays of light; glittering.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ସ୍ତୁତିପାଦକ —An eulogist.