Jump to content

ଗୋମାୟୁ

ଉଇକିଅଭିଧାନ‌ରୁ

ଗୋମାୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ=ଶବ୍ଦ+ମା ଧାତୁ+କର୍ତ୍ତୃ. ଉ; ଯ ଆଗମ)

[ସମ୍ପାଦନା]
୧. ଶୃଗାଳ; ବିଲୁଆ —୧. Jackal.
୨. ଏକପ୍ରକାର ବେଙ୍ଗ —୨. A kind of frog.
୩. ଗନ୍ଧର୍ବବିଶେଷ — ୩. Name of a celestial musician.
୪. ଗୋରୋଚନା (ଦେଖ) - ୪. Gorochanā (See)