ଗୋମୀ
ଦେଖଣା
ଗୋମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୋ+ଅସ୍ତ୍ୟର୍ଥେ ମିନ୍; ୧ମା. ୧ବ)
[ସମ୍ପାଦନା]ଅନେକ ଗାଭୀର ଅଧିକାରୀ —Rich in cow; owning a large number of cows.
ବିଶେଷ୍ୟ -
[ସମ୍ପାଦନା]- ୧. ଗୋରୁମାନଙ୍କର ଅଧିକାରୀ ବ୍ୟକ୍ତି; ଯାହାର ଅନେକ ଗୋରୁ ଅଛନ୍ତି —୧. Owner of many cows.
- ୨. ବିଲୁଆ —୨. Jackal.
- ୩. ପୂଜକ —୩. Worshipper.
- ୪. ବୌଦ୍ଧଧର୍ମ ବିଶ୍ୱାସୀ ବ୍ୟକ୍ତି —୪. A layman adhering to Buddha's faith (M.W.)