ଗୋମୁଖୀ
ଦେଖଣା
ଗୋମୁଖୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ଗୋ+ମୁଖ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ହିମାଳସ୍ଥ ପ୍ରସିଦ୍ଧ ଗହ୍ୱର (ଯେଉଁ ସ୍ଥଳରେ ପ୍ରଥମେ ଗୋଙ୍ଗାନଦୀ ପର୍ବତଦେହରୁ ବାହାରିବାର ଦେଖାଯାଏ) —
୧. A cave (like the mouth of a cow) in the Himalayas where the Ganges makes its first appearance.
- ୨. ଗୋମୁଖାକୃତି ଜପାମାଳାର ଥଳୀ (ଯାହାକୁ ମାଳା ଜପୁ ଥବା ବ୍ୟକ୍ତ ସବୁବେଳେ ହାତରେ ଝୁଲାଇ ରଖି ଥାଆନ୍ତି ଓ ଯହିଁ ଭିତରେ ହାତ ଭର୍ତ୍ତିକରି ମାଳା ଜପନ୍ତି) — ୨. A wallet or a cloth-bag resembling a glove and coutaining a rosary, the beats of which are connted by the hand thrust inside the bag.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାହାଦେବଙ୍କୁ ଅଭିଷେକ କରିବା ପାଇଁ ବ୍ୟବହୃତ ତଳେ ଗୋମୁଖର ଆକୃତିବିଶିଷ୍ଟ ଛିଦ୍ରଯୁକ୍ତ ଜଳପାତ୍ରବିଶେଷ (ଏଥିର ଗୋମୁଖାକୃତି ତଳର ନାସିକାଦେଶରେ ଗୋଟିଏ ଛିଦ୍ର ଥାଏ ଓ ସେହି ଛିଦ୍ର ବାଟେ ପାଣି ଝରି ମହାଦେବଙ୍କ ଲିଙ୍ଗ ଉପରେ ପଡ଼େ) —A kind of water-pot with a hole at the bottom shaped like the head of a cow, through which water drops on the Ṡibaliṅga.