ଗୋମୂତ୍ରିକା
ଦେଖଣା
ଗୋମୂତ୍ରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୋମୂତ୍ର+ସ୍ୱାର୍ଥେ. କ+ଆ)
[ସମ୍ପାଦନା][[]] ୧ ଗୋମୂତ୍ର ]] ୨ (ଦେଖ) - — ୧. Gomūtra ୨ (See)
- ୨. ଔଷଧରେ ବ୍ୟବହୃତ ସୁଗନ୍ଧ ବୀଜଯୁକ୍ତ ଘାସ ବିଶେଷ (ହିନ୍ଦୀ - ଶବ୍ଦସାଗର) —୨. A kind of grass with fragrant seeds.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁର ବୀର୍ଯ୍ୟବର୍ଦ୍ଧକ ଓ ଗାଈଙ୍କ ଦୁଗ୍ଧବର୍ଦ୍ଧକ, ଅନ୍ୟ ସଂସ୍କୃତ - ନାମ ରକ୍ତତୃଣା, କ୍ଷେତ୍ରଜା, କୃଷ୍ଣଭୂମିଜା]