ଗୋରକ୍ଷକ
୧ : ଗୋପାଳ; ଗଉଡ଼ — Cowherd.
୨ : ରାଜା —୨. The king.
୧ : ଗୋରୁ ଜଗୁଥିବା — ୧. Tending the kine.
୨ : ଯେ ଗୋରୁ ପାଳନ କରେ — ୨. Bringing up cattle.