Jump to content

ଗୋରଖ ନାଥ

ଉଇକିଅଭିଧାନ‌ରୁ

ଗୋରଖ ନାଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ସହଜିଆ ଧର୍ମର ପ୍ରଚାରକ — ୧. The preacher of the Sahajiā tenets of Hinduism.

[ଦ୍ରଷ୍ଟବ୍ୟ —ଏ ଉତ୍ତରପଶ୍ଚିମ ପ୍ରଦେଶବାସୀ ଜଣେ ଧର୍ମଶୀଳ ଗୋପର ବଂଶ ଜନ୍ମି ଥିଲେ ଓ ବାଲ୍ୟକାଳରେ ଗୋଚାରଣ କରୁଥିଲେ; ଏକତା ବନରେ ଗୋରୁ ଚରାଇବା ସମୟରେ ଜଣେ ସନ୍ନ୍ୟାସୀଙ୍କ ସଙ୍ଗେ ଏହାଙ୍କର ସାକ୍ଷାତ୍ ହେଲା ଓ ଉକ୍ତ ସାଧୁଙ୍କଠାରୁ ଉପଦେଶ ଓ ଦୀକ୍ଷା ପାଇ ଏ ସନ୍ନ୍ୟାସୀ ହେଲେ ଓ ଧର୍ମ ପ୍ରଚାର କଲେ ଏହାଙ୍କ ନାମ ଅନୁସାରେ ଏହାଙ୍କ ଜନ୍ମସ୍ଥାନ ଗୋରଖପୁର ନାମରେ ଅଭିହିତ ହେଲା—ସୁବଳଚନ୍ଦ୍ର ସରଳ ବଙ୍ଗଳା ଅଭିଧାନ ସପ୍ତାଙ୍ଗପୋଥି ଏହାଙ୍କଦ୍ୱାରା ରଚିତ ବୋଲି ଅନୁମତି ହୁଏ—ବିନାୟକ-ଉତ୍କଳ- ସାହିତ୍ୟର ଇତିହାସ ଏ ଅବଧୂତ ପଞ୍ଚଦଶ ଶତାବ୍ଦୀର ଲୋକ ଥିଲେ; ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟ ଅବଧ ଚଳୁଅଛି—ହିନ୍ଦୀ - ଶବ୍ଦସାଗର]