Jump to content

ଗୋରଜ

ଉଇକିଅଭିଧାନ‌ରୁ

ଗୋରଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗୋ+ରଜଃ)

[ସମ୍ପାଦନା]

ଗତିକରୁଥିବା ଗୋରୁଙ୍କ ଖୁରାଦ୍ୱାରା ଉତ୍ଥିତ ଧୂଳି —Dust raised by the hoofs of moving kine.