ଗୋରସ
ଦେଖଣା
ଗୋରସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ରସ)
[ସମ୍ପାଦନା]- ୧. ଗୋଦୁଗ୍ଧ — ୧. Cow's milk.
- ୨. ଗୋରୁଠାରୁ ଜାତ ଦୁଗ୍ଧରୁ ପ୍ରସ୍ତୁତ ଘିଅ, ଦହି, ଲହୁଣୀ ଆଦି —Preparations from cow's milk e.g. ghee, curd, butter etc.)
- ୩. ଦହି —୩. Curds.
- ୪. ଇନ୍ଦ୍ରିୟସୁଖ (ହିନ୍ଦୀ - ଶବ୍ଦସାଗର) — ୪. Sensual pleasure.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଗୋଦୁଗ୍ଧ —Cow's milk.