Jump to content

ଗୋରା

ଉଇକିଅଭିଧାନ‌ରୁ

ଗୋରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଗୌର)

[ସମ୍ପାଦନା]
୧. ଗୌରବର୍ଣ୍ଣ; ଶୁଭ୍ରବର୍ଣ୍ଣ ଶରୀରବିଶିଷ୍ଟ —୧. Fair-complexioned.


(କଳା—ବିପରୀତ)

(ରୋଗୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]
୨. (ଗୌରବର୍ଣ୍ଣ ଶରୀରବିଶିଷ୍ଟ) ଇଉରୋପୀୟ; ଇଉରୋପବାସୀ (ବ୍ୟକ୍ତି) — (Fair-skinned; white) Europeon (person).

(ଯଥା—ଗୋରା କାରିଗର, ଗୋରା ହାକିମ, ଗୋରା ପଲଟଣ, ଗୋରା ମିସ୍ତ୍ରୀ)

୩. ଉଜ୍ଜ୍ୱଳ; ତୋଫା —୩. Bright.

ମୃଦୁ ଶ୍ୟାମଳ ଗୋରା ଝାଉଁଳି ଗଲେ ପରା, ହରପର ଶର ଜ୍ୱର ତୃଷାରେ କବିସୂର୍ଯ୍ୟ. ସଙ୍ଗୀତ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୌରାଙ୍ଗ ଦେବ; ଚୈତନ୍ୟ ଦେବ — ୧. Ch&aline;i̱tanya, the great religious reformer of Nabadwīpa in Bengal.
୨. ଶ୍ୱେତକାୟ ବ୍ୟକ୍ତି —୨. Fair-skined persons.
୩. ଶ୍ୱେତକାୟ ଇଉରୋପୀୟ ସାହେବ; ଫିରିଙ୍ଗୀ — ୩. The white or European people; the white-man.
୪. ସାହେବ ହାକିମ —୪. An European officer.
୫. ସାହେବ ସିପାହି —୫. An European soldier.
୬. ସାହେବ ନାବିକ —୬. An European sailor.
୭. ଇଉରୋପୀୟ ବା ପାଶ୍ଚାତ୍ୟ କାରିଗର — ୭. An European machanic or architect.