ଗୋରିଲ୍ଲା
ଦେଖଣା
ଗୋରିଲ୍ଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଆଫ୍ରିକା ପ୍ରଚଳିତ ଭାଷା)
[ସମ୍ପାଦନା]ବନମନୁଷ୍ୟ; ଆଫ୍ରିକାର ଜଙ୍ଗଲରେ ବାସ କରୁଥିବା ଏକ ପ୍ରକାର ନରତୁଲ୍ୟ ମର୍କଟ — Guerilla.
[ଦ୍ରଷ୍ଟବ୍ୟ —ଏମାନେ ଦଳ ବାନ୍ଧି ଆଫ୍ରିକାର ମହାରଣ୍ୟରେ ରହନ୍ତି ଏମାନଙ୍କ ଦେହର ଚମଡ଼ା କଳା, କାନ ଛୋଟ ଓ ହାତ ବହୁତ ଲମ୍ୱା; ଏ ଉଚ୍ଚରେ ୫ ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହରେ ଖୁବ୍ ବଳ ଏମାନେ ଫଳଭୋଜୀ; ଗଛ ଉପରେ ଡ଼ାଳ— ପତ୍ରରେ କୁଡ଼ିଆ ତିଆରି କରି ଏମାନେ ବାସ କରନ୍ତି ଏମାନେ ଭୁକିଲା ପରି ରାବ କରନ୍ତି ଏବଂ ଚିଡ଼ିଲେ ଗର୍ଜନଶବ୍ଦ କରନ୍ତି ଏମାନଙ୍କ ଶରୀରର ଗଠନ ମନୁଷ୍ୟର ଶରୀର ପରି ହିନ୍ଦୀ - ଶବ୍ଦସାଗର]