Jump to content

ଗୋରୀ

ଉଇକିଅଭିଧାନ‌ରୁ

ଗୋରୀ

ଉଚ୍ଚାରଣ

[ସମ୍ପାଦନା]

(କାଳ—ବିପରୀତ)

(ଗୋରା—ପୁଂ)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଗୌରୀ)

[ସମ୍ପାଦନା]
୧. ଗୈରବର୍ଣ୍ଣା—(ସ୍ତ୍ରୀ) ୧. Fair-skinned (female)

ଚମ୍ପକ ଅଙ୍ଗୁଳି ଝଟଝଟ ଗୋରୀ ସଉଦାମୀନୀବରଣା— ନନ୍ଦକିଶୋର. ଶର୍ମିଷ୍ଠା

୨. ସୁନ୍ଦର —୨. Fair or beautiful (woman).

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ରାଧିକା —୧. Rādhikā, the consort of Ṡrīkṛushṇa.
୨. ଗୌରୀ; ପାର୍ବତୀ —୨. Pārbatī, the wife of Ṡiba.


୩. ଗୌରବର୍ଣ୍ଣା ସ୍ତ୍ରୀ —୩. Fair-skinned lady.
୪. (ସଙ୍ଗୀତରେ) ନାୟକ ବା ନାୟିକାର ସଖୀ — ୪. A female companion of a hero or heroine in songs.

ଜଗନ୍ନାଥ ଶ୍ରୀହରିଚନ୍ଦନ ନନ୍ଦେ ଗୋରୀ ନ ରସ ନୀଳବାହା ମୁଦ୍ରାହାରେ କବିସୂର୍ଯ୍ୟ. କିଶୋରଚମ୍ପୂ. ନ ଗୀତ