ଗୋରୀ କାଳୀ
ଦେଖଣା
ଗୋରୀ କାଳୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ବିପରୀତାର୍ଥ ସହଚର)
[ସମ୍ପାଦନା]ଗୌରବର୍ଣ୍ଣା ଓ ଶ୍ୟାମବର୍ଣ୍ଣା ସ୍ତ୍ରୀଦ୍ୱୟ —A fair-complexioned and a dark-complexioned woman.
ଗୋରୀ କାଳୀ ଦିହେଁ ଗାଧୋଇ ଗଲେ ଭାଙ୍ଗିଲେ ଗଞ୍ଜେଇ ଡ଼ାଳ, ଗୋରୀ ପଚାରଇ କାଳୀ ଲୋ! ବଞ୍ଚିବୁ ତୁ କେତେ କାଳ? ଢ଼ଗ