Jump to content

ଗୋରୁମାରି ଜୋତାଦାନ ଦେବା

ଉଇକିଅଭିଧାନ‌ରୁ

ଗୋରୁମାରି ଜୋତାଦାନ ଦେବା

ଉଚ୍ଚାରଣ

[ସମ୍ପାଦନା]

(ନ୍ୟାୟ) ଦେଶଜ - ପ୍ରବଚନ

[ସମ୍ପାଦନା]

ଗୋହତ୍ୟା କରି ତକୁନିତ ପାପ ଛଡ଼ାଇବା ନିମନ୍ତେ ହତ ଗୋରୁର ଚର୍ମରେ ନିର୍ମିତ ହୋଇଥିବା ଜୋତାକୁ ବ୍ରାହ୍ମଣକୁ ଦାନ ଦେବା ଯେପରି ବୃଥା, ସେହିପରି ଜ୍ଞାନକୃତ ପାପନିମନ୍ତେ ବୃଥା ପ୍ରାୟଶ୍ଚିତ୍ତ କରିବା —A saying applied in case where expitations are made in vain for sins consciously committed, by making a pious gift of the proceeds of the sin.