ଗୋରୁମୁଣ୍ଡ ଥାପିବା
ଦେଖଣା
ଗୋରୁମୁଣ୍ଡ ଥାପିବା
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - କ୍ରି.
(କପାକିଆରିରେ ଗୋଟିଏ ବାଉଶ ପୋତି ବାଉଁଶ ଅଗରେ ଗୋଟିଏ ଗୋରୁମୁଣ୍ଡ ରଖି ଦିଆଯାଏ; କୃଷକମାନଙ୍କର ବିଶ୍ୱାସ ଯେ ଏ ଗୋରୁମୁଣ୍ଡ ଥାପିଲେ କପା ଫସଲ ଲାଭ ହୁଏ; କିନ୍ତୁ ଆଗରେ ଗୋରୁମୁଣ୍ଡଥିବା ବାଉଁଶକୁ ରାତିରେ ମନୁଷ୍ୟ ଜଗିଥିବାର ଭ୍ରମକରି କପା କିଆରିରେ ଶୃଗାଳାଦି ବନ୍ୟ ପଶୁମାନେ ପଶନ୍ତି ନାହିଁ ଓ ଫଳତଃ କପା ଗଛ ଗୁଡ଼ିକ ନଷ୍ଟ ନ ହେବାରୁ ଫସଲ ଭଲ ହୁଏ) ===
(ଲକ୍ଷଣାର୍ଥ)—ଜଣକୁ ନାମମାତ୍ର ପ୍ରଭୁ ବା ନେତାରୂପେ ବସାଇ କୌଣସି କାର୍ଯ୍ୟ ସାଧନ କରିନେବା — (figurative) To have one's work performed by setting up a person as the nominal head (like people setting up a cow's head at the top of a bamboo in a cotton field).