ଗୋରୁ ଖିଆ
ଦେଖଣା
ଗୋରୁ ଖିଆ
ଉଚ୍ଚାରଣ
[ସମ୍ପାଦନା]- ଅନ୍ୟ ସଂସ୍କୃତ - ନାମ—ଗବାଦନୀ, ଇନ୍ଦ୍ରବାରୁଣୀ, ପୀତପୁଷ୍ପୀ କ୍ଷୁଦ୍ରଫଳା, ବିଷଘ୍ନୀ
- ବଙ୍ଗାଳୀ: রাখালশশা
- ହିନ୍ଦୀ: छोटि ईन्द्रायन, गोरखककड़ी
- ତେଲୁଗୁ - ପାପର
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବାକ୍ଷୀ; ଗୋରକ୍ଷ କର୍କଟୀ)
[ସମ୍ପାଦନା]ବିମ୍ୱଫଳ; କଇଞ୍ଚିକାକୁଡ଼ି; ଲତାବିଶେଷ — A creeper; Coccinea Indica.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଗୋଠକାକୁଡ଼ି ଓ ଛୋଟ ମହାକାଳ]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ଗୋଖାଦକ)— ଗୋଖାଦକ —୧. Beaf-eating.
- ୨. ଗୋରୁଦ୍ୱାରା ଭୃକ୍ତ — ୨. Eaten by cows.