ଗୋରୁ ଚରିବା
ଦେଖଣା
ଗୋରୁ ଚରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋରୁ ଚରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଡ଼ିଆ ଆଦିରୁ ଗୋରୁ ଘାସଖାଇବା — ୧. Pasturing; grazing.
- ୨. (ଲକ୍ଷଣାର୍ଥ) (କୌଣସି ପଦାର୍ଥ ବା ପ୍ରହାର) ଅପର୍ଯ୍ୟାପ୍ତ ସଂଖ୍ୟା ବା ପରିମାଣରେ ଘଟିବା — ୨. (figurative) Taking place profusely; being done prosusely.
(ଯଥା—ଏ ବର୍ଷ ଆମ୍ୱ ଗୋରୁ ଚରିଗଲେ; ମାଡ଼ରେ ଗୋରୁ ଚରିଗଲେ)