ଗୋରୁ ଜଗିବା
ଗୋରୁ ଚରାଇବା; ଗୋଚାରଣ କରିବା; ଗୋରୁଙ୍କୁ ଚରିଲାବେଳେ ଜଗିବା —To tend cattle; to keep watch over cattle while grazing.