Jump to content

ଗୋରୁ ମାରିବା

ଉଇକିଅଭିଧାନ‌ରୁ

ଗୋରୁ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗୋବଧ କରିବା—୨ ନିଜର ପାଳିତ ଗୋରୁର ଅପମୃତ୍ୟୁ ହେଲେ ପୁରାଣର ବିଧାନ— ଅନୁସାରେ ଗୋ—ସ୍ୱାମୀ ରୂପେ ଉକ୍ତ ଅପମୃତ୍ୟୁ ପାପର ଭାଗୀ ହେବା