ଗୋରୁ ରଖିବା
ଗୋରୁ ଜଗିବା; ଗୋରୁ ଚରିବାବେଳେ ସେମାନେ ଫସଲ ଆଦି ନଷ୍ଟ ନ କରିବା ପ୍ରତି ଦୃଷ୍ଟି ରଖିବା
(ଯଥା—ଏହିପରି ଗାଈ, ଛେଳି, ମେଣ୍ଢା, ଘୁଷୁରି ଆଦି ଶବ୍ଦ ସଙ୍ଗେ ରଖିବା ପ୍ରୟୋଗ ହୁଏ)